ନିଟ୍ କ୍ବାଲିଫାଏ କରିଥିଲେ; ହେଲେ ଆନ୍ତଃରାଜ୍ୟ ଲୁଟେରା ହୋଇଗଲେ
ଆଗ୍ରା କ୍ୟାଣ୍ଟ୍ ଟ୍ରେନର ଏସି କୋଚରୁ ଧରାପଡ଼ିଲେ ୪ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ । ଏ ଗ୍ୟାଙ୍ଗର ମୁଖିଆ ଥିଲା ଜଣେ ଯୁବକ । ଯାହାର ସତ ଜାଣି ପୁଲିସ ଟେରା ।